Odia I love you jokes

ଦିନେ ଗଣିତ ସାର୍ କ୍ଲାସରେ ସବୁ ପିଲାମାନଙ୍କ ଟିଉସନ ନେଲେ,

ଗଣିତ ସାର୍ ସବୁ ପିଲାମାନଙ୍କୁ
ଗୋଟେ ପ୍ରଶ୍ ପଚାରିଲେ ❓

143 = 1433
ୟାର"ଉତ୍ତର କଣ ❓

*bhubaneswar* ପିଲା ➖ସାର୍ ପ୍ରଶ୍ନ ୧୦୦%ଭୂଲ୍

*cuttack* ପିଲା ➖ସାର୍ ଗଣିତରେ ଏମିତି ପ୍ରଶ୍ନ ହିଁ ନାହିଁ,

*bhadrak* ପିଲା ➖ସାର୍ ମତେ ଗଣିତ ଆସେନାହିଁ

*baleswar* ପିଲା➖ସାର୍ ପ୍ରଶ୍ନ
ଟିର ଉତ୍ତର ନିହାତି ଥିବ ହେଲେ ମତେ ଜଣାନାହିଁ

*balangir* ପିଲା➖ସାର୍ ପ୍ରଶ୍ନଟି ବହୁତ Simple !!!!

ଧରିନିଅ ଗୋଟେ ପୁଅ

ଗୋଟେ ଝିଅକୁ ତା ପ୍ରେମ ବ୍ୟକ୍ତ କରୁଛି,

   ତାକୁ କହୁଛି

       *I Love you*

ସେ"ଝିଅ ମଧ୍ଯ ସେ"ପୁଅକୁ ଭଲପାଉଛି

ଆଉ କହୁଛି *I Love you*

ତାମାନେ ଦୁହିଁଙ୍କ ପ୍ରେମ ସମାନ

Ans...........

        *I    Love   You*
        *1       4        3*

ମାନେ........

      *I  Love  you  too*
      *1     4       3      3*

*I Love you* = *I Love you too*

*143*  = *1433*

😅😅😅😅😅😅😅

ଉତ୍ତର ମିଳିଗଲା"ନା ସାର୍  *Very Simple*

ଗଣିତ ସାର୍ ରିଜାଇନ୍ ଲେଟର୍ ଦେଇ ଧାଇଁ ଧାଇଁ'କି *ranchi* ପଳେଇଲେ

🏃🏃🏃🏃🏃🏃🏃
🏃🏃🏃🏃🏃🏃

ଜଦି ଖାଣ୍ଟି *Balangi* ରିଆ ହେଇଥିବ ଆଗକୁ ପଠାଅ

Previous Post Next Post