Odia story : Ram and Ravan

🌹 *ଭଲ କଥା ଟିଏ* 🌹             

👌"ରାବଣ" ଯୁଦ୍ଧ ଭୂମିରେ ନିଜର "ଶେଷ ନିଶ୍ୱାସ" ନେବା ବେଳେ     ଶ୍ରୀ ରାମଚନ୍ଦ୍ର ଙ୍କୁ ପାଖକୁ ଡାକି କହିଲା :-

🏆'ରାମ':-- " ମୁଁ' ତୁମର ପ୍ରତ୍ୟେକ କଥା ରେ ତୁମ ଠାରୁ ''ଶ୍ରେଷ୍ଟ'' ଅଟେ।
🏆 "ଜାତି" ରେ ମୁଁ "ବ୍ରାହ୍ମଣ", ଯାହା ତୁମ ଜାତି ଠାରୁ "ଶ୍ରେଷ୍ଠ"।
🏆"ବୟସ "ରେ ବି ମୁଁ ତୁମଠାରୁ ଢେର "ବଡ"।
🏆 ମୋ "କୁଟୁମ୍ବ" ତୁମର କୁଟୁମ୍ବ ଠାରୁ ବହୁତ "ବଡ଼"।
🏆 ମୋର "ସମ୍ପତ୍ତି" ତୁମ ସମ୍ପତ୍ତି ଠାରୁ କେତେ ଯେ "ଅଧିକ" ତାର କଳନା ନାହିଁ।
🏆ତୁମର "ରଜପ୍ରସାଦ" ସୁନା ରେ ତିଆରି ହୋଇଥିବ!! କିନ୍ତୁ,ମୋର ପୁରା ଶ୍ରୀଲଙ୍କା "ସ୍ବର୍ଣ୍ଣ ନଗରୀ" ଅଟେ !!।
🏆ମୁଁ "ବଳ ଓ ପରାକ୍ରମ" ରେ ତୁମଠାରୁ "ଶ୍ରେଷ୍ଠ" ଅଟେ।
🏆"ଜ୍ଞାନ ଏବଂ ତପସ୍ୟା" ରେ ମୁଁ ତୁମ ଠାରୁ "ଶ୍ରେଷ୍ଠ" ଅଟେ।
🏆 କିନ୍ତୁ, ହେ.. ଶ୍ରୀରାମ , ମୁଁ ତୁମ ଠାରୁ ଏତେ "ଶ୍ରେଷ୍ଠ" ହେଲେ ବି , "ଯୁଦ୍ଧ"ରେ ତୁମଠାରୁ ମୁଁ "ପରାସ୍ତ"ହୋଇଗଲି । 
       *ଜାଣିଛ କାହିଁକି ???*
👉କେବଳ, ଏଇଥି ପାଇଁ ଯେ "ତୁମ ଭାଇ"ତୁମ "ସାଥି"ରେ ଅଛି,ଆଉ ମୋର "ଭାଇ" ମୋ ସାଥିରେ "ନାହିଁ", ମୋ "ବିରୁଦ୍ଧ"ରେ ଅଛି ......????
     *କଥାର ତାତ୍ପର୍ଯ୍ୟ : !!!!!* 😳
🙏  ଏତେ "ଶ୍ରେଷ୍ଠତା" ଥାଇ ,ବିନା "ଭାଇ" ର ସାହାଯ୍ୟ ରେ ଯଦି, "ରାବଣ" ଭଳି ଯୋଦ୍ଧା ହାରି ଯାଉଛି !! ତେବେ, ଆମେ କେଉଁ "ଅହଂକାର" ରେ  ନିଜର "ବଡିମା" ଦୁନିଆ କୁ ଦେଖାଉଛେ...?

🙏🏼ତେଣୁ, ହେ...... ଭାଇ, ମାନେ ,ସବୁ ବେଳେ ନିଜର "ପରିବାର" ରେ "ସାଥି" ହୋଇ ରୁହନ୍ତୁ, ଓ ସବୁ ବେଳେ  "ବିଜୟୀ" ହୁଅନ୍ତୁ .....🙏

ନିଜ ନିଜ, "ପରିବାର" ଭିତରେ "ଏକତା"ବଜାୟ ରଖନ୍ତୁ । ଦେଖି ବେ ଜୀବନ ର "ଯୁଦ୍ଧ" ରେ କେବେ ବି "ପରାସ୍ତ" ହେବେନି, ସବୁ ବେଳେ "ବିଜୟୀ" ହେବେ ।
          🕉  *ଜୟ ଶ୍ରୀରାମ* 🕉

Tags : odia story, Odia kahani, Odia story for boys, oriya story, new odia story, Odia gapa, Odia Ramayan

Previous Post Next Post