ଆଜିର ଅନୁଚିନ୍ତା - ଓଡିଆ Status - Ajira Anuchinta

💝 * ଆଜିର ଅନୁଚିନ୍ତା *💝

🌷🌻 *(୨୦୧୮)* 🌷🌻

ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ।ଭାଗ୍ୟ ଉପରେ ନିର୍ଭର କରି ନିକମା ହୋଇ ବସି ରହିଲେ କିଛି ଲାଭ ନାହିଁ । କର୍ମ କରିବାହିଁ ପରମଧର୍ମ ।।
*ଜ୍ଞାନ ଶାସ୍ତ୍ର ଅଗଣିତ । ବିଦ୍ୟାର କୌଣସି ସୀମା ନାହିଁ । ମାତ୍ର ଏ ଜୀବନ ସୀମିତ । ବାଧା ବିପଦ ଅନେକ । ଏଣୁ ଜ୍ଞାନକୁ ନିଜ ଭିତରେ ହଜମ କରି ସବୁ ଭଲ ଗୁଣକୁ ଆଦରି ନେଲେ, ଭଲକାମ କଲେ ନିଶ୍ଚିତ ଭାବରେ ମୁକ୍ତି ଓ ମୋକ୍ଷ ମିଳିପାରେ ।।*
*ଆତ୍ମଜ୍ଞାନ ପ୍ରାଣୀକୁ ଅନ୍ଧକାର ମଧ୍ୟରୁ ବାହାର କରି ଆଲୋକିତ ଦୁନିଆଁକୁ ନେଇଯାଏ । ଜ୍ଞାନ ହିଁ ଉଜ୍ଜ୍ୱଳ ଆଲୋକ । ଏହାର ଜ୍ୟୋତିରେ ସମସ୍ତ ଅଭିନବ ତୁଟିଯାଏ ।।**

🙏🙏🏻🙏🙏🏻🙏🙏🏻🙏🙏🏻🙏🙏🏻

Previous Post Next Post